Jump to content

କଛେଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଛେଁ
ଉଚ୍ଚାରଣ: Kachheñ

ପ୍ରା. ଦେ. (ସମ୍ବଲପୁର) ଅ —

କଛରେ; ହିଂସାରେ; ବାଣ୍ଟରେ — In one's share or allotment.

(ଯଥା—ମୋର କଛେଁ ପଡ଼ିଆଁ ଭୂମି ପଡ଼ିଲା )