Jump to content

କଜଳକଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳକଳା
ଉଚ୍ଚାରଣ: Kajaḻakaḻā

ଦେ. ବି —

କଜ୍ଜଳ ନିମନ୍ତେ ପ୍ରସ୍ତୁତ ହାଣ୍ଡି ବା ଦୀପ ଶିଖାର କଳା —Lamp-black or soot collected for preparing collyrium.

ବିଣ —

କଜ୍ଜଳ ପରି ଘୋର କୃଷ୍ଣବର୍ଣ୍ଣ — Black; of a very dark colour.