Jump to content

କଜଳଗାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳଗାର
ଉଚ୍ଚାରଣ: Kajaḻagāra
কাজল্গার্

ଦେ. ବି. —

ଆଖି ପ୍ରାନ୍ତରୁ କାନ ଆଡ଼କୁ ଟଣା ୟାଇଥିବା ସରୁ କଜଳର ରେଖା —A slender line of collyrium drawn from the ends of the eyes towards the ears.

କାଣୀ ଆଖିରେ କଜଳ ଗାର—ଢ଼ଗ