Jump to content

କଜଳପାତିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳପାତିଆ
ଉଚ୍ଚାରଣ: Kajaḻapātiā

ଦେ. ବି —

୧: ଏକପ୍ରକାର ଧାନ; କଳାଜିରି ଧାନ — ୧. A kind of paddy with black husk.

୨: ଏକ ପ୍ରକାର କୃଷ୍ଣବର୍ଣ୍ଣ ପକ୍ଷୀ; ଭୃଙ୍ଗ ପକ୍ଷୀ — ୨. A small black bird; the black drongo.

ଦେ. ବିଣ —

କଜ୍ଜଳପାତି ଭଳି କ୍ଷୁଦ୍ର ଓ ଲମ୍ବ —Small and long.