Jump to content

କଜଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳା
ଉଚ୍ଚାରଣ: Kajaḻā
কাজলা; কাজলি कजरा

ଦେ. ବି. (ପୁଂ. ଓ ସ୍ତ୍ରୀ) —

୧: ଏକ ଜାତୀୟ କୃଷ୍ଣ ବର୍ଣ୍ଣର ମାଛ; ଭାକୁଡ଼ ମାଛ —୧. A fish of black colour; Catla Buchanani.

୨: ଏକ ଜାତୀୟ ରକ୍ତ ଓ କୃଷ୍ଣବର୍ଣ୍ଣର ଆଖୁ — ୨. A kind of reddish black sugarcane.

୩: କୃଷ୍ଣବର୍ଣ୍ଣ ମସ୍ତକଯୁକ୍ତ ଏକଜାତୀୟ ଶୁଆ ପକ୍ଷୀ — ୩. Slaty-headed parqueto.

ବିଣ —

କଜ୍ବଳ ରଙ୍ଗବିଶିଷ୍ଟ —Of a very dark colour; of the colour of lamp-black.