Jump to content

କଜଳ ଚୋରାଇ ନେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳ ଚୋରାଇ ନେବା (ଆଖିରୁ) —
ଉଚ୍ଚାରଣ: Kajaḻa chorāi nebā

ଦେ. କ୍ରି —

୧: ଅତି କୌଶଳ ସହକାରେ ମନୁଷ୍ୟର ଆଖି ଆଗରୁ କୌଣସି ବସ୍ତୁ ହରଣ କରିନେବା —୧. To steal a thing deft-handedly from under one's very eyes.

୨: ଅତିଶୟ ଚତୁରତା ସହକାରେ କୌଣସି ବସ୍ତୁକୁ ହରଣ— ଚାଳି କରିବା —୨. To play the sharper.