Jump to content

କଜଳ ପକେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜଳ ପକେଇବା
ଉଚ୍ଚାରଣ: Kajaḻa pakeibā
কাজলপাডা काजलपारना

ଦେ. କ୍ରି —

ଚକ୍ଷୁର ଅଞ୍ଜନ ନିମନ୍ତେ ଦୀପଶିଖା ଉପରେ ଧାତୁ ପାତ୍ରରେ ପାଣି ରଖି ସେହି ପାତ୍ର ତଳେ କଜ୍ଜଳ ପଡ଼ିବାର ଉପାୟ କରିବା —To arrange for soot being depositeed on the back of a pot of water placed over a lamp with a view to prepare collyrium.