Jump to content

କଜାବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜାବା
ଉଚ୍ଚାରଣ: Kajāwā
कजाबा

ବୈଦେ. ବି. (ଫା) —

ଓଟ ପିଠିରେ ପଡ଼ିବା ଜିନ୍ — Saddle for the back of a camel.

[ଦ୍ର—ଜିନର ଦୁଇ ପାଖେ ମନୁଷ୍ୟ ବସିବାର ବା ଜିନିଷ ରଖିବାର ଆଧାନ ଥାଏ]