କଜିଆ
ଦେଖଣା
କଜିଆ —
ଉଚ୍ଚାରଣ: Kajiā
ঝাগড়া
काजिआ
ବୈଦେ. ବି. (ଆ. କଜିୟା; ତୁଳ. ସଂ. କାର୍ଯ୍ୟ=ବିବାଦ) —
ଝଗଡ଼ା; କଳହ; ବାଗ୍ୟୁଦ୍ଧ; ବିବାଦ (ଏହା କଳି ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ; ଯଥା, କଳିକଜିଆ) — Wordy dispute; quarrel.
ବାଟରେ ମତେ ହରବରିଆ, କରିବେ ଯେବେ କି କଜିଆ ଭିକାରୀ, ଗୀତଲହରୀ