Jump to content

କଜିଆଖୋର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଜିଆଖୋର୍
ଉଚ୍ଚାରଣ: Kajiākhor
(କଜିଆଖୋରଣୀ—ସ୍ତ୍ରୀ) ঝগড়াটে कजिआखोर

ବୈଦେ. ବିଣ. ପୁଂ (ଆ. କଜିଆ+ଫା. ଖୋର୍) —

କଳହପ୍ରିୟ; କଳିହୁଡ଼ା — Quarrelsome; contenious.