Jump to content

କଞ୍ଚନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚନ
ଉଚ୍ଚାରଣ: Kan̄chana

ଦେ. ବି. (ସଂ. କାଞ୍ଚନ) —

୧: କଞ୍ଚଣ (୧: ) (ଦେଖ) ୧. Kan̄chaṇa (୧) (See).

୨: ରାମାୟଣବର୍ଣ୍ଣିତ ମର୍କଟ ୟୁଥପତି —୨. Name of a monkey-general mentioned in the Rāmāyaṇa.

ବର୍ଷମଧୁରେ କଞ୍ଚନ ଡାଳିମ୍ବ ଉତଫୁଲ ବ୍ୟବସ୍ଥିତେ ପନସକୁ କରାଇ ସଫଳ ଭଞ୍ଜ, ବୈଦେହୀଶବିଳାଶ