Jump to content

କଞ୍ଚାକଞ୍ଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚାକଞ୍ଚା
ଉଚ୍ଚାରଣ: Kanāchākanāchā
আধাকাঁচা अद्धाकन्चा

ଦେ. ବିଣ. (ତୁଳ. ଗରମ୍ ଗରମ୍) —

୧: ୟାହା ଅଳ୍ପ ଅଳ୍ପ କଞ୍ଚା ଥାଏ; ଦରକଞ୍ଚା — ୧. Unripe; half-ripened.

୨: ଅର୍ଦ୍ଧ ସିଦ୍ଧ —୨. Half-boiled.

୩: ଅଳ୍ପ ଓଦା —୩. Half-moist.