କଞ୍ଚାଖାଈ
ଦେଖଣା
କଞ୍ଚାଖାଈ —
ଉଚ୍ଚାରଣ: Kan̄chākhāi
কাঁচাখাই
ଦେ. ବି. ସ୍ତ୍ରୀ. (ଆ. କଚ୍ଚା+ସଂ. ଖାଦ୍ୟ ଧାତୁ) —
୧: ଦେବୀବିଶେଷ — ୧. A Goddess who eats raw flesh.
୨: ଡ଼ାହାଣୀବିଶେଷ —୨. A class of witches eating ordure and raw flesh.
[ଦ୍ର—ଏମାନେ ରାତିରେ ବିଷ୍ଠା ଚରନ୍ତି ଓ ଜୀବିତ ଶିଶୁ ପ୍ରଭୃତିଙ୍କୁ ଖାଇ ୟାଆନ୍ତି ଡ଼ାହାଣୀ ତଳେ ନୋଟ୍ ଦେଖ]
ଦେ. ବିଣ —
କଞ୍ଚାସୁଆଦି; କଞ୍ଚା ବା ଅପକ୍ବ ଅବସ୍ଥାରେ ମୁଖ— ରୋଚକ ବା ମିଷ୍ଟ (ଫଳ) —Sweet or palatable even when raw or unripe (fruit).
[ଦ୍ର—ଏହି ବିଶେଷଣ ପ୍ରାୟ ଆମ୍ବ ପୂର୍ବେ ବ୍ୟବହୃତ ହୁଏ]