Jump to content

କଞ୍ଚାନିଦିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚାନିଦିଆ
ଉଚ୍ଚାରଣ: Kan̄chānidiā

ଦେ. ବିଣ —

ଯେ ପୂର୍ଣ୍ଣକାଳ ପର୍ଯ୍ୟନ୍ତ ଶୋଇ ନ ଥାଏ; ୟାହାର ନିଦ୍ରା ପରିପକ୍ବ ନ ହୋଇ ଭାଙ୍ଗିଥାଏ — Getting up from half-satisfied sleep.

(ଯଥା—ପିଲାଟା କଞ୍ଚାନିଦିଆ ହୋଇ କାନ୍ଦୁଥିଲା)