Jump to content

କଞ୍ଚାଲେଖା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚାଲେଖା
ଉଚ୍ଚାରଣ: Kan̄chālekhā
কাঁচালেখা कच्चालिखा

ଦେ. ବି —

୧: ଅନଭ୍ୟସ୍ତ ବ୍ୟକ୍ତିର ହସ୍ତଲିପି ୧. The hand writing of a raw writer.

୨: ଅପରିଣତବୁଦ୍ଧି ବ୍ୟକ୍ତିର ରଚନା — ୨. The composition of a novice.