Jump to content

କଞ୍ଚା ଗୋଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା ଗୋଲା
ଉଚ୍ଚାରଣ: Kan̄chā golā
কাঁচাগোলা

ଦେ. ବି —

ଦୁଧ ଛେନାକୁ ପାକ ନ କରି ଚିପୁଡ଼ି ତହିଁରେ ଚିନି ମିଶାଇ ବାଟି ପରେ ନିଆଁରେ ଅଳ୍ପ ଗରମ କରାଯାଇ ପ୍ରସ୍ତୁତ ମିଷ୍ଟାନ୍ନ; ସନ୍ଦେଶ — A kind of sweet-meat.