Jump to content

କଞ୍ଚା ଡାହାଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା ଡାହାଣୀ
ଉଚ୍ଚାରଣ: Kan̄chā ḍāhāṇī

ଦେ. ବି —

ଅତି ଭୀଷଣ ଡାହାଣୀ; ଯେଉଁ ଡାହାଣୀ କଞ୍ଚା ମାଂସ ଓ ବିଷ୍ଠା ଖାଏ —A very frightful witch eating raw flesh and ordure.

(ଡ଼ାହାଣୀ ତଳେ ନୋଟ୍ ଦେଖ)