Jump to content

କଞ୍ଚା ଦିହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା ଦିହ
ଉଚ୍ଚାରଣ: Kan̄chā diha
কাঁচা গা कञ्चाबदन

ଗ୍ରା. ବି —

୧: ରୋଗରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ନ ଥିବା ଶରୀର —୧. The body or physical system of a person who has not completely recovered from a disease.

୨: ଅତି ଅଳ୍ପଦିନ ପୁର୍ବେ ଭଲ ହୋଇଥିବା ଦେହ — ୨. The physical system of a person who has been only recently cured.

୩: ପ୍ରସବ କରିବାର ଅବ୍ୟବହିତ ପରେ ପ୍ରସୂତୀର ଦୁର୍ବଳ ଶରୀର (ସେକାସେକି ଓ ପଥ୍ୟାଦିର ଫଳରେ ୟହିଁରୁ ରକ୍ତ— ଜଳାଦି ନିର୍ଗମନ ବନ୍ଦ ହୋଇ ନ ଥାଏ —୩. The physical system of a recently delivered woman.