କଞ୍ଚା ନିଦ
ଦେଖଣା
କଞ୍ଚା ନିଦ —
ଉଚ୍ଚାରଣ: Kan̄chā nida
কাঁচাঘুম
कच्चानीँद
ଦେ. ବି (ଆ. କଚ୍ଚା+ସଂ. ନିଦ୍ରା) —
୧: ପୂର୍ଣ୍ଣମାତ୍ରାରେ ଭୋଗ ହୋଇ ନ ଥିବା ନିଦ —୧. Sleep not past its period of full enjoyment; a state in which a person is awakened from sleep before time.
୨: ଛାଇ ନିଦ —୨. Light sleep.