Jump to content

କଞ୍ଚା ବୁଦ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା ବୁଦ୍ଧି
ଉଚ୍ଚାରଣ: Kan̄chā buddhi

ଦେ. ବି. —

ବାଳକ ଓ ୟୁବକମାନଙ୍କର ଅପରିଣତ ବା ଅପରିପକ୍ବ ବୋଧଶକ୍ତି — Undeveloped intelligence of young people.