Jump to content

କଞ୍ଚା ମିଚ୍ଛ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା ମିଚ୍ଛ
ଉଚ୍ଚାରଣ: Kan̄chā michha

ଦେ. ବିଣ. —

ସମ୍ପୂର୍ଣ୍ଣରୂପେ ମିଥ୍ୟା (କଥା); ଯେଉଁ କଥାରେ ଅଣୁମାତ୍ର ସତ ନ ଥାଏ — Totally false.

ଦେ. ବି. —

ସମ୍ପୂର୍ଣ୍ଣ ମିଥ୍ୟାକଥା —A black lie.