Jump to content

କଞ୍ଜଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଜଳି
ଉଚ୍ଚାରଣ: Kan̄jaḻi

ଦେ. ବି —

୧: ଓଡ଼ିଶା ଗଡ଼ଜାତର ଅଧିବାସୀ କଞ୍ଜଳିମାନଙ୍କର କଥିତ ଭାଷା —୧. A from of Oṟḍ̠iā spoken by the Kan̄jaḻis in orissa Feudatory State.

୨: ଓଡ଼ିଶା ଗଡ଼ଜାତର ଅନାର୍ୟ୍ୟ ଜାତିବିଶେଷ — ୨. A non-aryan tribe of the Orissa Feudatory State.