Jump to content

କଟକଟିଆ ନାଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟକଟିଆ ନାଗ
ଉଚ୍ଚାରଣ: Kaṭakatiā nāga

ଦେ. ବି. (ସଂ. କର୍କୋଟକ) —

ଗଛଦହରେ ଗୁଡ଼ାଇ ହେବା ବେଳେ କଟ୍ କଟ୍ ଶବ୍ଦ କରିବା ଏକ ପ୍ରକାର ନାଗସାପ —A kind of cobra snake making a ratting sound while twisting round a tree.