Jump to content

କଟକମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟକମା
ଉଚ୍ଚାରଣ: Kaṭakamā

ଦେ. ବି. (ସଂ. କଟ=ମଶଣା) —

ବିବାହରେ କନ୍ୟାଦାନ ସମୟରେ କନ୍ୟାପିତା ବେଦୀ ଉପରେ ଗୁଡ଼ା ହୋଇ— ଥିବା ଯେଉଁ ମଶିଣାରେ ବସନ୍ତି (ଶୂଦ୍ରମାନେ ମଶିଣା ପରିବର୍ତ୍ତରେ ବିଡ଼ାଏ ଛଣ ଉପରେ ବସନ୍ତି) — A wound up mat on which the bride's father sits on the marriage-pulpit while giving away his daughter to the bride groom.

[ ଦ୍ର—କଥିତ ଅଛି ଯେ, ରାମ ସୀତାଙ୍କୁ ବିବାହ କରିବା ସମୟରେ କଟକମା ନାମକ ଅସୁର ବରକନ୍ୟାଙ୍କୁ ଖାଇବା ନିମନ୍ତେ ବେଦୀରେ ପହୁଞ୍ଚିବାରୁ ଦଶରଥ ତାକୁ ମାରିପକାଇ ତା ଶବ ଉପରେ ବସି ବିବାହ କାର୍ଯ୍ୟ ସମାଧ କରିଥିଲେ, ଗୁଡ଼ାହୋଇଥିବା ମଶିଣା ସେହି ଶବର ଚିହ୍ନ]