କଟକାଇ
ଦେଖଣା
କଟକାଇ —
ଉଚ୍ଚାରଣ: Kaṭakāi
ଦେ. (ପଦ୍ୟ). ବି. —
ୟୁଦ୍ଧୟାତ୍ରା କରିବା ନିମନ୍ତେ ଅନୁକୂଳ ବା ଉଦ୍ୟମ —First starting for a fight.
ବୋଲା ବୋଲି ହେଉଁ ଲଙ୍କା କଟକାଇ ଲଗ୍ନ କେଉଁ ଦିନ ଶ୍ରବଣେ ଭଞ୍ଜ, ବୈଦେହୀଶବିଳାସ