Jump to content

କଟକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟକାଇବା
ଉଚ୍ଚାରଣ: Kaṭakāibā

ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. କଟକ=ଶିବର ବା ସେନାନିବାସ; (ସେନା; ତୁଳ. ହି. କଟକ=ସେନା; ଫଉଜ) —

୧: ସେନା ସହିତ କୌଣସି ସ୍ଥାନକୁ ଆକ୍ରମଣ କରିବା —୧. To invade a country with an army.

ମର୍ତ୍ତ୍ଯେ ତ ଏହାର ଅସାଧ୍ୟ ନାହିଁ, ସ୍ବଗେ ବା କଟକାଇ କରାଇ ଭଞ୍ଜ, ଲାବଣ୍ୟବତୀ

୨: ୟୁଦ୍ଧାର୍ଥ ୟାତ୍ରା ବା ଅନୁକୂଳ କରିବା — ୨. To start for the theatre of war.