Jump to content

କଟବନ୍ଧକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟବନ୍ଧକ
ଉଚ୍ଚାରଣ: Kaṭabandhaka
কটবন্ধক कटबन्धक

ଦେ. ବି —

୧: ଜମିର ଆୟରୁ କେତେକ ବର୍ଷ ମିଆଦରେ ଋଣର ସୁଧ ଓ ଅସଲ କ୍ରମେ କ୍ରମେ ପରି— ଶୋଧ ହେବ, ଏହି ସର୍ତ୍ତରେ ମହାଜନ ନିକଟରେ ଭୂମି ଆବଦ୍ଧ ହେବା — ୧. Usufructuary mortgage by which the captial and the interest are fully liquidated from year to year out of the income of the mortgaged property in the course of a fixed period of time.

୨: ଅପରୋକ୍ତ ଆବଦ୍ଧପତ୍ର — ୨. A kind of mortgage bond.