Jump to content

କଟମଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟମଟ
ଉଚ୍ଚାରଣ: Kaṭamaṭa

ଦେ. ଅ (ସଂ. କଟ ଧାତୁ=ପ୍ରକଟନ ଓ ମଟ ଧାତୁ=ଦମ୍ଭ) —

୧: ଅନୁକରଣ ଶବ୍ଦବିଶେଷ — ୧. An onomatopiœc sound.

୨: ଦମ୍ଭ ପ୍ରକାଶ ପୂର୍ବକ ଚକ୍ଷୁ ବିସ୍ତାର କରି ଚାହିଁବା — ୨. Steady gaze denoting effrontery.

ଦେ. ବିଣ —

୧: କଷ୍ଟ; ଦୁର୍ବୋଧ୍ୟ — ୧. Difficult; abstruse.

୨: ଗଣ୍ଠିଆ —୨. Knotty.