କଟମଟ କରି ଚାହିଁବା
ଦେଖଣା
କଟମଟ କରି ଚାହିଁବା —
ଉଚ୍ଚାରଣ: Kaṭamaṭa kari chāhiñbā
চোখকটমটকরিয়াতাকান
ताकना
ଦେ. କ୍ରି —
୧: ରଟମଟ କରି ଚାହିଁବା; ତୂଷ୍ଣୀଂ ଭାବରେ ଏକ ଦୃଷ୍ଟିରେ ଚାହିଁବା — ୨. To stare in silence.
୨: ଚକ୍ଷୁ ବିସ୍ତାର କରି ଚାହିଁବା — ୨. To stare with eyes wide open.
୩: ଦମ୍ଭପ୍ରକାଶ ପୂର୍ବକ ଏକଦୃଷ୍ଟିରେ ଚାହିଁବା — ୩. To gaze with effrontery.