କଟରକଟର
ଦେଖଣା
କଟରକଟର —
ଉଚ୍ଚାରଣ: Kaṭarakaṭara
কটরমটর
टरटर;टरटीँ
ଦେ. ବି (ଧ୍ଵନ୍ୟକରଣ) —
୧: ଭେକମୀନଙ୍କ ଶବ୍ଦ ପରି ଶବ୍ଦ — ୧. Croaking noise like that of frogs.
୨: କର୍କଶ ଶବ୍ଦ —୨. Clattering sound.
୩: ଗୋଳ ମାଳ କରିବା ଧ୍ଵନି —୩. Medley of sounds; confused or mixed sound.
୪: ଅର୍ଥହୀନ କର୍କଶ ଶବ୍ଦ — ୪. Harsh jargon; meaningless babble.