Jump to content

କଟରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟରା
ଉଚ୍ଚାରଣ: Kaṭarā
কটোরা;বাটী कटीरा

ଦେ. ବି (ସଂ. କଟୋରା) —

୧: ମୃଣ୍ମୟତୀଡ଼୍ରବିଶେଷ; ଖୁରି — ୧. Earthen vessel or cup.

୨: କଂସା ବା ପିତଳର ଗିନା — ୨. A cup of brass or bell-metal.