Jump to content

କଟାଇତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାଇତ
ଉଚ୍ଚାରଣ: Kaṭāita

ଦେ. ବି—ରାଜଭୃତ୍ୟବିଶେଷ

(ଏମାନେ ପାକ ଶାଳାରେ ରାଜାଙ୍କ ଖନ୍ଦାରେ ପରିବା କାଟି ୟୋଗାନ୍ତି) —A class of servants of a king attending the cook-room.

ବେନି ଲକ୍ଷ ୟୋଗାଣିଆ ଲକ୍ଷେ କଟାଇତ ମହାଦେବ. ମାର୍କଣ୍ଡେୟପୂରାଣ