କଟାକ୍ଷ କରିବା
ଦେଖଣା
କଟାକ୍ଷ କରିବା —
ଉଚ୍ଚାରଣ: Kaṭāksha karibā
কটাক্ষকরা
कटाक्षकरना
ଦେ. କ୍ରି. —
୧: ବକ୍ରଦୃଷ୍ଟି କରିବା — ୧. To east sidelong glance at.
କ୍ରୋଧରେ ବେନି ନେନ ଆରକତ କଲେ ଓଷ୍ଠପୁଟ କମ୍ପାଳ କଟାକ୍ଷି ଚାହିଁଲେ କୃଷ୍ଣସିଂହ, ମହାଭାରତ, ଆଦି
୨: ପରୋକ୍ଷ ଭାବରେ ଲକ୍ଷ୍ୟ କରିବା — ୨. To refer indirectly.
୩: ବ୍ୟଙ୍ଗ୍ୟ କରିବା —୩. To satirize.