କଟାଘାଆରେ ଚୂନ ବୋଳିବା
ଦେଖଣା
କଟାଘାଆରେ ଚୂନ ବୋଳିବା —
ଉଚ୍ଚାରଣ: Kaṭāghāāre chūna boḻib;ā
ଦେ. କ୍ରି —
କଟାଘାଆରେ ଚୂନ ଦେଲେ ଯେପରି ଭୟଙ୍କର ୟନ୍ତ୍ରଣା ହୁଏ ସେହିପରି ଦୁଃଖ ଉପରେ ଦୁଃଖ ଦେବା
[ ଯଥା—ଦୁଃଖ ବା ଶୋକରେ ଜର୍ଜରିତ କୌଣସି ବ୍ୟକ୍ତିର ମନରେ ପୁଣି କଷ୍ଟ ଜାତ କରଇଲେ କୁହାଯାଏ ସେ ମୋ କଟା ଘାଆରେ ଚୂନ ବୋଳୁଛି]