କଟାଶ
ଦେଖଣା
କଟାଶ —
ଉଚ୍ଚାରଣ: Kaṭāṡa
খটাশ
कटास
ଦେ. ବି. (ସଂ. ଖଟ୍ଟାଶ=ଗନ୍ଧମାର୍ଜ୍ଜାର) —
୧: ବଣବିରାଡ଼ି; ବଣଭୁଆ —୧. A wild cat; Felis Chaus.
୨: ଶାଳିଆପତନୀ —୨. Putorius Fœtidus; civet.
[ଦ୍ର—ଏହାର ମୁଷ୍କରୁ ପୂତିଗନ୍ଧ ନିର୍ଗତ ହୁଏ]
କଟାଶ —
ଉଚ୍ଚାରଣ: Kaṭāṡa
খটাশ
कटास
ଦେ. ବି. (ସଂ. ଖଟ୍ଟାଶ=ଗନ୍ଧମାର୍ଜ୍ଜାର) —
୧: ବଣବିରାଡ଼ି; ବଣଭୁଆ —୧. A wild cat; Felis Chaus.
୨: ଶାଳିଆପତନୀ —୨. Putorius Fœtidus; civet.
[ଦ୍ର—ଏହାର ମୁଷ୍କରୁ ପୂତିଗନ୍ଧ ନିର୍ଗତ ହୁଏ]