କଟାଶଆଖିଆ
ଦେଖଣା
କଟାଶଆଖିଆ —
ଉଚ୍ଚାରଣ: Kaṭāṡaākhiā
কটাচোক
ଦେ. ବିଣ. —
ୟାହା ଆଖିର କଳାଡୋଳା କଟାଶ— ଅଖିପରି ଫକ୍କା; ଚିଲାଆଖିଆ — Pale-eyed; bat-eyed.
କଟାଶଆଖିଆ —
ଉଚ୍ଚାରଣ: Kaṭāṡaākhiā
কটাচোক
ଦେ. ବିଣ. —
ୟାହା ଆଖିର କଳାଡୋଳା କଟାଶ— ଅଖିପରି ଫକ୍କା; ଚିଲାଆଖିଆ — Pale-eyed; bat-eyed.