Jump to content

କଟାଶିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାଶିଆ
ଉଚ୍ଚାରଣ: Kaṭāṡiā

ଦେ. ବିଣ —

୧: ବଣ ବିରାଡ଼ି ଭଳି ହିଂସ୍ର ଓ ଭୀତି ଉତ୍ପାଦକ — ୧. Fierce and malignant like wild cat.

୨: ଫକ୍କାରଙ୍ଗବିଶିଷ୍ଟ —୨. Grey.