Jump to content

କଟିତଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟିତଟ
ଉଚ୍ଚାରଣ: Kaṭitaṭa

ସଂ. ବି. (ଷଷ୍ଠୀ ତତ୍; କଟି+ତଟ=ଦେଶ) —

୧: ପିଚା — ୧. The hips; buttocks.

କୃଶ କଟି—ତଟେ ଲଗ୍ନ ଅସି ଲତା ପାଶେ ଥୁଆ ଶର ଧନୂ—ରାଥାନାଥ, ୟୟାତି

୨: କଟିତଳର ପଛଆଡ଼ର ମାଂସପିଣ୍ଡ଼ — ୨. The fleshy part below the loins.