Jump to content

କଟୁଆଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୁଆଳି
ଉଚ୍ଚାରଣ: Kaṭuāḻi
কোতোবালী कोतवाली

ଦେ. ବି. —

୧: ନଗର ମଧ୍ୟରେ ପୁଲିସଙ୍କ ରହିବା ସ୍ଥାନ; ସହରର ଥାନା —୧. Town police station; head quarters of the town police.

୨: ନଗରର ଦିଆୟିବା ବା ପହରା କାମ — ୨. The watching of a town.