Jump to content

କଟୋରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟୋରା
ଉଚ୍ଚାରଣ: Kaṭorā

ସଂ. ବି. (କଟ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଓର +ସ୍ତ୍ରୀ. ଆ) —

୧: କଟରା; ଧାତୁମୟ ଗିନା — ୧. A metal saucer or cup.

୨: କ୍ଷୁଦ୍ର ମୃଣ୍ମୟ ପାତ୍ର; ରାମକଟରା; ଖୁରି — ୨. Small earthen cup.

୩: ଅଳ୍ପ ଗଭୀର ପାତ୍ର — ୩. A shallow cup. (Apte)