କଠଉଚିହ୍ନ
ଦେଖଣା
କଠଉଚିହ୍ନ —
ଉଚ୍ଚାରଣ: Kaṭhauchihna
খড়সের দাগ
खडाउँ कि दाग
ଦେ. ବି. —
୧: ଭୂମି ଉପରେ ପଡ଼ିଥିବା ଖଡ଼ମର ଦାଗ — ୧. Trace or print left on the earth by wooden sandals.
୨: ନାଗ ଆଦି ସାପଙ୍କ ଫଣା ଉପରେ ଥିବା ପାଦୁକାକାର କୃଷ୍ଣବର୍ଣ୍ଣ ଚିହ୍ନ —୨. Sandal or bracket shaped black mark found on the hood of the cobra and other poisonous snakes.
[ଦ୍ର—ପୁରାଣରେ ଅଛି ଯେ ଶ୍ରୀକୃଷ୍ଣ କାଳିୟ ନାଗକୁ ଦଳନ କଲା[ଦ୍ର—ପୁରାଣରେ ଅଛି ଯେ ଶ୍ରୀକୃଷ୍ଣ କାଳିୟ ନାଗକୁ ଦଳନ କଲା ବେଳେ କଠଉ ମାଡ଼ି ତା ଫଣା ଉପରେ ଠିଆ ହୋଇଥିଲେ ସେହି ଦିନୁଁ ନାଗ ଆଦି କାଳିୟ ସର୍ପର ବଂଶଧରଙ୍କ ଫଣାରେ ଶ୍ରୀକୃଷ୍ଣଙ୍କ କଠଉଚିହ୍ନ ରହିଯାଇ ଅଛି]