Jump to content

କଠହଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠହଣା
ଉଚ୍ଚାରଣ: Kāṭhahanā
কাঠঠোকরা काठफेबा हुद्हुद्

ଦେ. ବି —

୧: ଏକପ୍ରକାର ପକ୍ଷୀ — Wood peker (bird); Micropternus Phoeoceps; Nuthatches.

[ଦ୍ର—ଏ ଚଢ଼େଇ ଗଛର ଗଣ୍ଡିରେ ମାକଡ଼ଭଳି ଗୋଡ଼ଦ୍ବାରା ଚଢ଼ି ବକଳକୁ ଲମ୍ବ ମୁନିଆ ଥଣ୍ଟଦ୍ବାରା ଛଡ଼ାଁଇ ତାହା ମଧ୍ୟରେ ଥିବା ପୋକକୁ ଖାଏ ଏହା ମୁଣ୍ଡରେ ଚୂଳ ଅଛି ଏ ଦୁଇ ପ୍ରକାର; ଏକା ଜାତି ଦେଖିବାକୁ ଛଉକା ଓ ଅନ୍ୟ ଜାତି ଖଇରା ଏମାନଙ୍କ ଜିଭ ଲମ୍ବ; ଏ ଜିଭଦ୍ବାରା ଗଛର ଗର୍ତ୍ତ ମଧ୍ୟରୁ ପୋକ ଆଦି କାଢ଼ି ଖାଆନ୍ତ]

୨: କାଠକୁ ଖଣ୍ଡ ଖଣ୍ଡ କରି କୁରାଢ଼ିରେ ହାଣିବା — ୨. Cutting of wood.