Jump to content

କଠାଉଆ ଗଣ୍ଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠାଉଆ ଗଣ୍ଠି
ଉଚ୍ଚାରଣ: Kaṭhāuā gaṇṭhi

ଦେ. ବି.

(ଏହି ଗଣ୍ଠି କଠାଉ ଗୋଡ଼ ପରି କରାୟିବାରୁ ଚାଳ ଘରର ଦୁଇ ଶେଣୀର ମୁଣ୍ଡରେ ଥିବା ପିଛା ଗଣ୍ଠି; ତୁଣ୍ଡାଗଣ୍ଠି —The tenon and mortise joints made at the ends or the wall- plates of a thatched house to fit into each other.