ଶବ୍ଦାର୍ଥ:
କଠିନପୃଷ୍ଠ — ଉଚ୍ଚାରଣ: Kaṭhinapṛusṭha
ସଂ. ବି (ବହୁବ୍ରୀହି; କଠିନ+ପୃଷ୍ଠ)
କଚ୍ଛପ; କଇଁଚ — Tortoise.