କଠିନହୃଦୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠିନହୃଦୟ
ଉଚ୍ଚାରଣ: Kaṭhinahṛudaya
(କଠିନହୃଦୟା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କଠିନ+ହୃଦୟ) —

୧: ନିଷ୍ଠୁର —୧. Relentless; heartless; hard-hearted.

୨: ଅଣବିଶ୍ବାସୀ —୨. Hard or dangerous to deal with.

ସଂ. ବି (କର୍ମଧା) —

ନିଷ୍ଠୁର ବା ନିର୍ଦ୍ଦୟ ମନ — Cruel or hard heart.