Jump to content

କଠିନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠିନା
ଉଚ୍ଚାରଣ: Kaṭhinā

ସଂ. ବି (କଠିନ+ଆ) —

୧: ଗୁଡ଼ ଶର୍କରା — ୧. Molasses.

୨: ପାତ୍ରବିଶେଷ —୨. A kind of cup.