Jump to content

କଡ଼କଞ୍ଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼କଞ୍ଚା
ଉଚ୍ଚାରଣ: Kaṟḍ̠akan̄chā

ପ୍ରାଦେ. (ଗଡ଼ଜାତ) ବିଣ. —

ହାଣ୍ଡିରେ ଉଷୁଆଁ ୟାଉଥିବା ଧାନର ଗୋଟିଏ କଡ ବା ପାଖ ନ ସିଝି କଞ୍ଚା ରହିୟିବା (ଧାନ)