Jump to content

କଡ଼କଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼କଡ଼
ଉଚ୍ଚାରଣ: Ka&rline;ḍ̠akaṟḍ̠a
কড়কড় कड़कड़

ଦେ. ଅ. (ଧ୍ଵନ୍ୟନୁକରଣ) —

୧: ଜଳମିଶ୍ରିତ ତେଲ, ଘିଅ ପ୍ରଭୃତି ସ୍ନେହମୟ g୭୨୬୭ ବସ୍ତୁର ନିଆଁ ଉପରେ ଫୁଟିବା ଶବ୍ଦ — ୧. (onomatopoeic) The sound of oil bubblling over fire.

୨: ରାଗରେ ଥରଥର; ଅତି କ୍ରୁଦ୍ଧ — ୨. Trembling with anger; furious with rage.

୩: କଟକଟ ଶବ୍ଦ —୩. Snapping or crackling sound.

୪: ଶ୍ରୁତିକଟୁ ଶବ୍ଦ —୪. Croaking or grating sound.