Jump to content

କଡ଼କା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼କା
ଉଚ୍ଚାରଣ: Kaṟdtodline;akā
কড়কা कड़ाका

ଦେ. ବିଣ (ସଂ. କର୍କଶ, କଟୁ) —

୧: ଉତ୍ତପ୍ତ; ଗରମ — ୧. Heated.

୨: ରାଗରେ ଜରଜର —୨. Foaming with rage.

୩: ଶୁଖିଥିବା —୩. Dried by heat.

୪: ଉପବାସୀ —୪. Fasting.

୫: ସ୍ଫୁର୍ତ୍ତିଯୁକ୍ତ; ସତେଜ; ଚଞ୍ଚଳ — ୫. Active; made brisk.

ବାନ୍ଧୁ ସେ ପଛେ ଫଡ଼କା ବାନା ଯେତେ ହୋଇଲେ ଲଡ଼କା ସିଜା କଡ଼କା ରଖି ବି କରିବ ନାଁ ମୂଳ ହେମନ୍ତ ଯେ ବ୍ରଜନାଥ—ସମରତରଙ୍ଗ

୬: ଉତ୍ତ୍ୟକ୍ତ; ସନ୍ତପ୍ତ —୬. Troubled; tormented.

୭: ଉପବାସାଦି ଯୋଗୁଁ ଲଘୁ ବୋଧ ହେବା (ଶରୀର) — ୭. With a feeling of briskness or lightness of the limbs due to fasting for some time; with lathargy gone.