କଡ଼ଙ୍କର
ଦେଖଣା
କଡ଼ଙ୍କର —
ଉଚ୍ଚାରଣ: Kaṟḍ̠aṅkara
ସଂ. ବି. (କଡ଼ ଧାତୁ=ଭକ୍ଷଣ କରିବା+ସଂଜ୍ଞାର୍ଥେ. ର; ଅଙ୍କ ଆଗମ) —
୧: ଧାନର ତୁଷ; ଧୁସ — ୧. Chaff of paddy.
୨: ତଷୁ; କୁଣ୍ଡ଼ା —୨. Husk of rice.
କଡ଼ଙ୍କର —
ଉଚ୍ଚାରଣ: Kaṟḍ̠aṅkara
ସଂ. ବି. (କଡ଼ ଧାତୁ=ଭକ୍ଷଣ କରିବା+ସଂଜ୍ଞାର୍ଥେ. ର; ଅଙ୍କ ଆଗମ) —
୧: ଧାନର ତୁଷ; ଧୁସ — ୧. Chaff of paddy.
୨: ତଷୁ; କୁଣ୍ଡ଼ା —୨. Husk of rice.